ଦୂହିତା ର ସ୍ଵର (Voice Of A Girl)
ତୁ ଖୁନ୍ଦିଖୁନ୍ଦି ଭରି ଦେଇଛୁମୋ ଦେହ ରେ ସଂସ୍କାର ତୋରଆଖିରେ ଲେସି ଦେଇଛୁ ଲଜ୍ଜ୍ୟା ର କଜ୍ଜଳମନ ଭରି କାନ ରେ କହିଦେଇଛୁକେମିତି ମନ ନେଇ ଚଳିବାକୁ ହୁଏ ସମସ୍ତ ଙ୍କରମୁଁ ଚାଲିଆସେ ତୋ ଅଗଣା ଡେଇଁସବୁଦିନ ପାଇଁ ପର ହେବାର ଅଳତା ପାଦ ରେ ନାଇଡିଏଁ ନୂଆଁ...
Let Us Create Better Odia Literature
Julee Behera / odia kabita / Oriya Poem
by OdiaBlog · Published April 3, 2012 · Last modified June 21, 2014
ତୁ ଖୁନ୍ଦିଖୁନ୍ଦି ଭରି ଦେଇଛୁମୋ ଦେହ ରେ ସଂସ୍କାର ତୋରଆଖିରେ ଲେସି ଦେଇଛୁ ଲଜ୍ଜ୍ୟା ର କଜ୍ଜଳମନ ଭରି କାନ ରେ କହିଦେଇଛୁକେମିତି ମନ ନେଇ ଚଳିବାକୁ ହୁଏ ସମସ୍ତ ଙ୍କରମୁଁ ଚାଲିଆସେ ତୋ ଅଗଣା ଡେଇଁସବୁଦିନ ପାଇଁ ପର ହେବାର ଅଳତା ପାଦ ରେ ନାଇଡିଏଁ ନୂଆଁ...
Nibedita Mishraguru / odia kabita / Oriya Poem
by OdiaBlog · Published March 30, 2012 · Last modified June 21, 2014
ସେମାନେ ସମସ୍ତେ ଲାଗି ପଡିଚନ୍ତିମାପିବାରେ ତାକୁ …ଗୋଟେ ଗୋଟେ ମାପ ଫିତା ଧରିସମସ୍ତେ ଭାରି ମଗ୍ନହେଲେ କାଇଁ କିଛି ବି ତ ଏଯାଏଁମାପି ପାରିଲେନି ସେମାନେ …ନା ତାର ହସ କୁନା ତା ଭିତର ର ରହସ୍ୟ କୁନା ତା ହୃଦୟ ର ଗଭୀରତା କୁ …ଯେତେ ଚେଷ୍ଟା...
Julee Behera / odia kabita / Oriya Poem
by OdiaBlog · Published March 30, 2012 · Last modified June 21, 2014
ଏମିତି ଥରେ କହୁ କହୁ କହିଦେଲି ଏତେ ତ କବିତା ଲେଖୁଛ ଜହ୍ନ ତାରା ,ଆକାଶ ପାହାଡ ଏଇ ନିର୍ଜିବ ଜଗତ କୁ ନେଇମୋ ପାଇଁ ବି ଥରେ ଲେଖନ୍ତ ନି କବିତା ଟିଏ….ମୋ ସଜ୍ଜଳ କଜ୍ଜଳ ଆଖି କୁ ନେଇମୋ ଗୋଲାପ ପାଖୁଡା ପରି ଓଠ କୁ ନେଇମୋ ରୁଣୁଝୁଣୁ...
ଦେଖିଛି ତୋତେ ମୁଁ ମହାନଦୀ ଧାରେ , କୋଣାର୍କ ପଥର ଦେହ ରେ ଖୋଜିଛି ତୋତେ ମୁଁ ସୁନାମୀ ଦାଉ ରେ , ଦୟା ନଦୀ ରକ୍ତ ସୁଅରେ … ଭାବିଛି ତୋ କଥା ପଦୁଂଅ ତୁଠ ରେ , କିଆ କେତକୀ ର ବେଳା ରେ ଭାସିଛି ତୋ ପାଇଁ ଚିଲିକା ଢେଉ ରେ , ସାତ କୋଶିଆ ଗଣ୍ଡ ରେ … ଖେଳିଛି ତୋ ପୁରୀ ସମୁଦ୍ର ବେଳା ରେ , ବୁଲିଚୀ ନନ୍ଦନ କାନନେ ବୁଲିଛି ଭିତର କନିକା ଜଙ୍ଗଲେ, ଭାସିଛି ଅଠର ନଳା...
Barsa / odia kabita / Oriya Poem
by OdiaBlog · Published December 14, 2011 · Last modified June 21, 2014
By Lopamudra Panda
More
Recent Comments