Category: Oriya Poem

1

ଦୂହିତା ର ସ୍ଵର (Voice Of A Girl)

ତୁ ଖୁନ୍ଦିଖୁନ୍ଦି ଭରି ଦେଇଛୁମୋ ଦେହ ରେ ସଂସ୍କାର ତୋରଆଖିରେ ଲେସି ଦେଇଛୁ ଲଜ୍ଜ୍ୟା ର କଜ୍ଜଳମନ ଭରି କାନ ରେ କହିଦେଇଛୁକେମିତି ମନ ନେଇ ଚଳିବାକୁ ହୁଏ ସମସ୍ତ ଙ୍କରମୁଁ ଚାଲିଆସେ ତୋ ଅଗଣା ଡେଇଁସବୁଦିନ ପାଇଁ ପର ହେବାର ଅଳତା ପାଦ ରେ ନାଇଡିଏଁ ନୂଆଁ...

0

ନାରୀ (Woman)

ସେମାନେ ସମସ୍ତେ ଲାଗି ପଡିଚନ୍ତିମାପିବାରେ ତାକୁ …ଗୋଟେ ଗୋଟେ ମାପ ଫିତା ଧରିସମସ୍ତେ ଭାରି ମଗ୍ନହେଲେ କାଇଁ କିଛି ବି ତ ଏଯାଏଁମାପି ପାରିଲେନି ସେମାନେ …ନା ତାର ହସ କୁନା ତା ଭିତର ର ରହସ୍ୟ କୁନା ତା ହୃଦୟ ର ଗଭୀରତା କୁ …ଯେତେ ଚେଷ୍ଟା...

1

ମୋ ପାଇଁ ଲେଖନ୍ତ ନି କବିତା ଟିଏ(Write a Poem for Me)

ଏମିତି ଥରେ କହୁ କହୁ କହିଦେଲି ଏତେ ତ କବିତା ଲେଖୁଛ ଜହ୍ନ ତାରା ,ଆକାଶ ପାହାଡ ଏଇ ନିର୍ଜିବ ଜଗତ କୁ ନେଇମୋ ପାଇଁ ବି ଥରେ ଲେଖନ୍ତ ନି କବିତା ଟିଏ….ମୋ ସଜ୍ଜଳ କଜ୍ଜଳ ଆଖି କୁ ନେଇମୋ ଗୋଲାପ ପାଖୁଡା ପରି ଓଠ କୁ ନେଇମୋ ରୁଣୁଝୁଣୁ...

0

ତୁ ମୋ ମା ଓଡିଶା(Tu Mo Ma Odisha)

ଦେଖିଛି ତୋତେ ମୁଁ ମହାନଦୀ ଧାରେ , କୋଣାର୍କ ପଥର ଦେହ ରେ ଖୋଜିଛି ତୋତେ ମୁଁ ସୁନାମୀ ଦାଉ ରେ , ଦୟା ନଦୀ ରକ୍ତ ସୁଅରେ … ଭାବିଛି ତୋ କଥା ପଦୁଂଅ ତୁଠ ରେ , କିଆ କେତକୀ ର ବେଳା ରେ ଭାସିଛି ତୋ ପାଇଁ ଚିଲିକା ଢେଉ ରେ , ସାତ କୋଶିଆ ଗଣ୍ଡ ରେ … ଖେଳିଛି ତୋ ପୁରୀ ସମୁଦ୍ର ବେଳା ରେ , ବୁଲିଚୀ ନନ୍ଦନ କାନନେ ବୁଲିଛି ଭିତର କନିକା ଜଙ୍ଗଲେ, ଭାସିଛି ଅଠର ନଳା...