Category: odia kabita

ବନ୍ଦେ ଉତ୍କଳ ଜନନୀ(Bande Utkala Janani) 0

ବନ୍ଦେ ଉତ୍କଳ ଜନନୀ(Bande Utkala Janani)

ଚାରୁ ହାସମୟୀ ଚାରୁ ଭାଷମୟୀ,ଜନନୀ, ଜନନୀ, ଜନନୀବନ୍ଦେ ଉତ୍କଳ ଜନନୀ ॥ ପୂତ-ପୟୋଧି-ବିଧୌତ-ଶରୀରା,ତାଳତମାଳ-ସୁଶୋଭିତ-ତୀରା,ଶୁଭ୍ରତଟିନୀକୂଳ-ଶୀକର-ସମୀରା,ଜନନୀ, ଜନନୀ, ଜନନୀ,ବନ୍ଦେ ଉତ୍କଳ ଜନନୀ ॥ ଘନ ଘନ ବନଭୂମି ରାଜିତ ଅଙ୍ଗେ,ନୀଳ ଭୂଧରମାଳା ସାଜେ ତରଙ୍ଗେ,କଳ କଳ ମୁଖରିତ ଚାରୁ ବିହଙ୍ଗେ,ଜନନୀ, ଜନନୀ, ଜନନୀ,ବନ୍ଦେ ଉତ୍କଳ ଜନନୀ ॥ ସୁନ୍ଦର ଶାଳି-ସୁଶୋଭିତ-କ୍ଷେତ୍ରା,ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ରା,ଯୋଗୀଋଷିଗଣ-ଊଟଜ-ପବିତ୍ରା,ଜନନୀ,...

କବିତା(Kabita) 0

କବିତା(Kabita)

କବିତାକବିତା ଗୋ ତୁମ ସ୍ମୁତିରେ ଆଜିମୁଁକବିତା ଲେଖୁଛି ବସିମନେପଡେ ତୁମ ଗଲା ଦିନ କଥାଚାଲି ଗଲ ହସି ହସି–୧ମନେ ପୁରିଥିଲା ଅସରନ୍ତି କୋହହୃଦୟେ ବିରହ ରାଗମୋଠୁ ଏସବୁକୁ ଲୁଚାଈବା ପାଇଁଚାଲିଗଲତୁମେ ଆଗ–୨ନୟନର ବାରି ଝରିବା ଆଗରୁଲୁଚାଇ କାନିର ଧାରେ ମିଛେ ହସିବର ଛଳନା ଯା କଲତା’କି ମୁଁ ନଜାଣି...