Category: odia kabita
କ୍ୟାନଭାସ (Canvas)
ଆଙ୍କି ବାକୁ ବସିଲି ଛବି ଟିଏ କେଜାଣି ଆଙ୍କୁ ଆଙ୍କୁ କେମିତି ଆଙ୍କି ଦେଲି ମୋ କ୍ୟାନଭାସ ଉପରେ…ଅବିକଳ ତୁମ ପରି ଦିଶୁଥିବା ମୁହଁ ଟିଏଏଥର ଥିଲା ରଙ୍ଗ ଦେବା ପାଳିଭାବିଲି ଭୁଲ ରେ ହଉ ପଛେଆଙ୍କି ତ ସାରିଲିଣିକିନ୍ତୁ ଭୁଲ ରେ ବି ଯେମିତି ନ ଭରି ଦିଏତୁମ...
ଦୂହିତା ର ସ୍ଵର (Voice Of A Girl)
ତୁ ଖୁନ୍ଦିଖୁନ୍ଦି ଭରି ଦେଇଛୁମୋ ଦେହ ରେ ସଂସ୍କାର ତୋରଆଖିରେ ଲେସି ଦେଇଛୁ ଲଜ୍ଜ୍ୟା ର କଜ୍ଜଳମନ ଭରି କାନ ରେ କହିଦେଇଛୁକେମିତି ମନ ନେଇ ଚଳିବାକୁ ହୁଏ ସମସ୍ତ ଙ୍କରମୁଁ ଚାଲିଆସେ ତୋ ଅଗଣା ଡେଇଁସବୁଦିନ ପାଇଁ ପର ହେବାର ଅଳତା ପାଦ ରେ ନାଇଡିଏଁ ନୂଆଁ...
ନାରୀ (Woman)
ସେମାନେ ସମସ୍ତେ ଲାଗି ପଡିଚନ୍ତିମାପିବାରେ ତାକୁ …ଗୋଟେ ଗୋଟେ ମାପ ଫିତା ଧରିସମସ୍ତେ ଭାରି ମଗ୍ନହେଲେ କାଇଁ କିଛି ବି ତ ଏଯାଏଁମାପି ପାରିଲେନି ସେମାନେ …ନା ତାର ହସ କୁନା ତା ଭିତର ର ରହସ୍ୟ କୁନା ତା ହୃଦୟ ର ଗଭୀରତା କୁ …ଯେତେ ଚେଷ୍ଟା...
ମୋ ପାଇଁ ଲେଖନ୍ତ ନି କବିତା ଟିଏ(Write a Poem for Me)
ଏମିତି ଥରେ କହୁ କହୁ କହିଦେଲି ଏତେ ତ କବିତା ଲେଖୁଛ ଜହ୍ନ ତାରା ,ଆକାଶ ପାହାଡ ଏଇ ନିର୍ଜିବ ଜଗତ କୁ ନେଇମୋ ପାଇଁ ବି ଥରେ ଲେଖନ୍ତ ନି କବିତା ଟିଏ….ମୋ ସଜ୍ଜଳ କଜ୍ଜଳ ଆଖି କୁ ନେଇମୋ ଗୋଲାପ ପାଖୁଡା ପରି ଓଠ କୁ ନେଇମୋ ରୁଣୁଝୁଣୁ...
Recent Comments