Category: Kamal Kumar Dash

0

Love (ପ୍ରେମ) :odia kabita

ପ୍ରେମପ୍ରେମ ଏକ ଅନୁଭୁତିନିଛାଟିଆ ଜହ୍ନ ରାତିନିଛକ ମନ ତଳରଖଟା ମିଠା ସେତ ପ୍ରିତୀ—୧ଉଦାସିଆ ମରୁଭୁମିହାରା ଭରା ଚାଷ ଜମିଆଷଢ ର ବର୍ଷା ପରେଏକ ତୋଫା ଜହ୍ନ ରାତି—୨ଝଡ ଟା ଥମିଲା ପରେଶୀତୁଆ ପବନ ଧାରେସେ ନରମ ପରଶ ରେଊଷ୍ମ୍ତା ର କିଛି ତାତି—୩ନୁଆ ନୁଆ ଜୀବନରେଜହ୍ନ ଛାଈ...

କବିତା(Kabita) 0

କବିତା(Kabita)

କବିତାକବିତା ଗୋ ତୁମ ସ୍ମୁତିରେ ଆଜିମୁଁକବିତା ଲେଖୁଛି ବସିମନେପଡେ ତୁମ ଗଲା ଦିନ କଥାଚାଲି ଗଲ ହସି ହସି–୧ମନେ ପୁରିଥିଲା ଅସରନ୍ତି କୋହହୃଦୟେ ବିରହ ରାଗମୋଠୁ ଏସବୁକୁ ଲୁଚାଈବା ପାଇଁଚାଲିଗଲତୁମେ ଆଗ–୨ନୟନର ବାରି ଝରିବା ଆଗରୁଲୁଚାଇ କାନିର ଧାରେ ମିଛେ ହସିବର ଛଳନା ଯା କଲତା’କି ମୁଁ ନଜାଣି...