Category: Julee Behera

1

କ୍ୟାନଭାସ (Canvas)

ଆଙ୍କି ବାକୁ ବସିଲି ଛବି ଟିଏ କେଜାଣି ଆଙ୍କୁ ଆଙ୍କୁ କେମିତି ଆଙ୍କି ଦେଲି ମୋ କ୍ୟାନଭାସ ଉପରେ…ଅବିକଳ ତୁମ ପରି ଦିଶୁଥିବା ମୁହଁ ଟିଏଏଥର ଥିଲା ରଙ୍ଗ ଦେବା ପାଳିଭାବିଲି ଭୁଲ ରେ ହଉ ପଛେଆଙ୍କି ତ ସାରିଲିଣିକିନ୍ତୁ ଭୁଲ ରେ ବି ଯେମିତି ନ ଭରି ଦିଏତୁମ...

1

ଦୂହିତା ର ସ୍ଵର (Voice Of A Girl)

ତୁ ଖୁନ୍ଦିଖୁନ୍ଦି ଭରି ଦେଇଛୁମୋ ଦେହ ରେ ସଂସ୍କାର ତୋରଆଖିରେ ଲେସି ଦେଇଛୁ ଲଜ୍ଜ୍ୟା ର କଜ୍ଜଳମନ ଭରି କାନ ରେ କହିଦେଇଛୁକେମିତି ମନ ନେଇ ଚଳିବାକୁ ହୁଏ ସମସ୍ତ ଙ୍କରମୁଁ ଚାଲିଆସେ ତୋ ଅଗଣା ଡେଇଁସବୁଦିନ ପାଇଁ ପର ହେବାର ଅଳତା ପାଦ ରେ ନାଇଡିଏଁ ନୂଆଁ...

1

ମୋ ପାଇଁ ଲେଖନ୍ତ ନି କବିତା ଟିଏ(Write a Poem for Me)

ଏମିତି ଥରେ କହୁ କହୁ କହିଦେଲି ଏତେ ତ କବିତା ଲେଖୁଛ ଜହ୍ନ ତାରା ,ଆକାଶ ପାହାଡ ଏଇ ନିର୍ଜିବ ଜଗତ କୁ ନେଇମୋ ପାଇଁ ବି ଥରେ ଲେଖନ୍ତ ନି କବିତା ଟିଏ….ମୋ ସଜ୍ଜଳ କଜ୍ଜଳ ଆଖି କୁ ନେଇମୋ ଗୋଲାପ ପାଖୁଡା ପରି ଓଠ କୁ ନେଇମୋ ରୁଣୁଝୁଣୁ...